ଏନଡିଏରୁ ଅଲଗା ହେଲା ଏଆଇଏଡିଏମକେ : ବିଜେପିକୁ ଝଟକା

ମୁମ୍ବାଇ: ତାମିଲନାଡୁରେ ବିଜେପିକୁ ଝଟକା ଲାଗିଛି। ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ) ସୋମବାର ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସହ ମେଣ୍ଟ ଭାଙ୍ଗିବାକୁ ଔପଚାରିକଭାବେ ଘୋଷଣା କରିଛି। ସୋମବାର ବସିଥିବା ଏଆଇଏଡିଏମକେ ବୈଠକରେ ଏ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ଗତ ଏକ ବର୍ଷ ଧରି ବିଜେପିର ରାଜ୍ୟ ନେତୃତ୍ୱ ଆମର ପୂର୍ବତନ ନେତା, ଆମର … Continue reading ଏନଡିଏରୁ ଅଲଗା ହେଲା ଏଆଇଏଡିଏମକେ : ବିଜେପିକୁ ଝଟକା